ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଉଁ ବର୍ତ୍ତମାନ ଯୁବତୀ ଏବଂ ମହିଳାମାନଙ୍କର ପିରିୟଡସ ବା ଋତୁସ୍ରାବରେ ଅନିୟମିତତା ଦେଖାଦେଉଛି। ଫଳରେ ପିସିଓଏସ୍ ବା ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ଭଳି ଏକ ହରମୋନ୍ ଜନିତ ସମସ୍ୟା ଦେଖାଦିଏ ବୋଲି କୁହନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଲିପିକା ମହାରଣା।ମହିଳାଙ୍କଠାରେ ପିସିଓଏସ୍ ସମସ୍ୟା ଯୋଗୁଁ ଋତୁସ୍ରାବରେ ଅନିୟମିତତା ଦେଖାଦେଇଥାଏ। ଫଳରେ ମାସ ମାସ ଧରି ପିରିୟଡସ୍ ହୋଇନଥାଏ କିମ୍ବା ମାସକରେ ଦୁଇ ଥର ପିରିୟଡସ୍ ହୋଇଥାଏ। ଯାହା ପରବର୍ତ୍ତୀ ସମୟରେ ବିଭିନ୍ନ ରୋଗର କାରଣ ପାଲଟେ। ତେବେ ପିସିଓଏସର କାରଣ, ଲକ୍ଷଣ ଏବଂ ଏହାର ଚିକିତ୍ସା ପଦ୍ଧତି କ’ଣ ରହିଛି ସେ ନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଲିପିକା ମହାରଣା କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #PCOD #Menstruation #Periods #Diagnosis #Treatment #DrLipikaMoharana #Swasthyaplus

Comment