ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପ୍ରସବ ପରେ ମହିଳାମାନଙ୍କଠାରେ ଅନେକ ପରିବର୍ତ୍ତନ ଦେଖା ଦେଇଥାଏ। ଏହା ଶାରୀରିକ ହେଉ କିମ୍ବା ମାନସିକ, ଏହାକୁ ନେଇ ମହିଳାମାନେ ଅବସାଦଗ୍ରସ୍ତ ହୁଅନ୍ତି ବୋଲି କହିଛନ୍ତି ମନସ୍ତତ୍ୱବିତ୍‌ ସ୍ୱାଗତିକା ସାମନ୍ତରାୟ।

ପ୍ରସବ ପରେ ମହିଳାମାନଙ୍କର ଶାରୀରିକ ପରିବର୍ତ୍ତନ ହେବା ସ୍ୱାଭାବିକ ଘଟଣା। ଅନେକ ସମୟରେ ମାନସିକ, ଭାବନାତ୍ମକ ତଥା ବ୍ୟବହାରରେ ଅନେକ ପରିବର୍ତ୍ତନ ହୋଇଥାଏ, ଯାହାକୁ ପୋଷ୍ଟପାର୍ଟମ ଡିପ୍ରେସନ୍‌ ବା ପ୍ରସବ ପରର ଅବସାଦ ବୋଲି ମଧ୍ୟ କୁହାଯାଏ। ତେବେ ଏହା ହେବାର କାରଣ କ’ଣ? ଏଥିରୁ ସେମାନେ କିପରି ମୁକୁଳିବେ ? ଏ ବିଷୟରେ କ’ଣ କହୁଛନ୍ତି ମନସ୍ତତ୍ୱବିତ୍‌ ସ୍ୱାଗତିକା ସାମନ୍ତରାୟ ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Postpartum #Depression #Treatment #ChildBirth

LEAVE A REPLY

Please enter your comment!
Please enter your name here