ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପୁଅ ହୁଅନ୍ତୁ ବା ଝିଅ ସମସ୍ତଙ୍କର ଇଚ୍ଛା ଥାଏ ସୁନ୍ଦର ଦିଶିବା ଏବଂ ଦାଗ ବିହୀନ ଗ୍ଲୋଇଙ୍ଗ ସ୍କିନ ପାଇବା ଲାଗି। ଏଥିପାଇଁ ସ୍ଵାସ୍ଥ୍ୟକର ଖାଦ୍ୟ ସାଙ୍ଗକୁ ପ୍ରଚୁର ପରିମାଣରେ ପାଣି ପିଇବା ଓ ବ୍ୟାୟାମ କରିବା ଜରୁରୀ ବୋଲି କୁହନ୍ତି ଡାଏଟିସିଆନ୍‌ ନିହାରିକା ଦାଶ।

ବ୍ୟସ୍ତ ବହୁଳ ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ତଥା ଶୋଇବାରେ ଅନିୟମିତତା ଯୋଗୁଁ ତ୍ୱଚା ଜନିତ ସମସ୍ୟା ଦେଖିବାକୁ ମିଳୁଛି। ତେବେ କେମିତି ପାଇବା ସୁନ୍ଦର ଏବଂ ଚକଦାର ତ୍ୱଚା? ଏଥିପାଇଁ କ’ଣ ରହିଛି ଉପଚାର ସେ ସମ୍ପର୍କରେ ଡାଏଟିସିଆନ୍‌ ନିହାରିକା ଦାଶ କ’ଣ କହୁଛନ୍ତି ଆସନ୍ତୁ ଦେଖିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Skin #GlowingSkin #Treatment #HealthySkin

Comment