ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଭୁବନେଶ୍ଵରର ତେଜସ୍ଵିନୀ ବେହେରା। ପ୍ରଥମ ଚେଷ୍ଟାରେ ହିଁ ତେଜସ୍ଵିନୀ ଏହି ସଫଳତା ପାଇ ପାରିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଫଳରେ ତାଙ୍କୁ ଏହି ସଫଳତା ମିଳିଥିବା ସେ କହନ୍ତି। ଦେଖନ୍ତୁ ଭିଡିଓ।

LEAVE A REPLY

Please enter your comment!
Please enter your name here