ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଭୁବନେଶ୍ୱରର ଶୁଭଙ୍କରୀ ସୁଦେଷ୍ଣା ଦାଶ। ଦ୍ୱିତୀୟ ଚେଷ୍ଟାରେ ସେ ଏହି ସଫଳତା ପାଇପାରିଛନ୍ତି। ବିଫଳତା ପରେ ହାରି ନଯାଇ ବାରମ୍ବାର ଚେଷ୍ଟା କରିବା ଦ୍ୱାରା ସେ ଏହି ସଫଳତା ପାଇପାରିଛନ୍ତି ବୋଲି କହିଛନ୍ତି। ଦେଖନ୍ତୁ ଭିଡିଓ।

Comment