ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ରଶ୍ମୀରଞ୍ଜନ ମଲ୍ଲିକ। ରଶ୍ମୀ ତୃତୀୟ ଚେଷ୍ଟାରେ ଏହି ପରୀକ୍ଷା ସଫଳ ହୋଇଛନ୍ତି। ଏହାପୂର୍ବରୁ ସେ ମାଲକାନିଗିରି ଜିଲ୍ଲାରେ ମୋଟୁ ଥାନାରେ ସବ୍-ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲୋ ତେଣୁ ଦିନରେ ଡ୍ୟୁଟି କରିବା ସହ ରାତିରେ ୩ରୁ ୪ ଘଣ୍ଟା ପାଠ ପଢ଼ୁଥିଲେ ରଶ୍ମୀ। ଏହି କଠନ ପରିଶ୍ରମ ତାଙ୍କୁ ସଫଳତା ଆଣି ଦେଇଛି ବୋଲି ସେ କହନ୍ତି।

Comment