ଦୀପାବଳି ସମୟରେ ଲୋକଙ୍କ ଚାହିଦା ଅନୁଯାୟୀ ବଜାରକୁ ପ୍ରତିବର୍ଷ ଭଳି କି ଭଳି ବାଣ ଆସିଥାଏ। ହେଲେ ସେଇ ବାଣ ଅନେକ ସମୟରେ ବିପଦପୂର୍ଣ୍ଣ ପାଲଟିଥାଏ। ଏ ବର୍ଷ କାର୍ବାଇଡ୍‌ ଗନ୍‌ ଭଳି ଏକ ଘାତକ ଜିନିଷ ମାର୍କେଟକୁ ଆସିଛି। ଏହାକୁ ଲୋକେ ବାଣ ଭଳି ବ୍ୟବହାର କରୁଛନ୍ତି। କାର୍ବାଇଡ୍‌ ଏକ ରାସାୟନିକ ଦ୍ରବ୍ୟ। ତେଣୁ ଏହାର ବାଣ ଭଳି ବ୍ୟବହାର ବିପଜ୍ଜନକ ହୋଇପାରେ। ବିଶେଷକରି ଏହା ଆମ ଆଖିକୁ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି। କାର୍ବାଇଡ୍‌ ଗନ୍‌ କ’ଣ, ଏହା କିପରି ଆଖିକୁ ପ୍ରଭାବିତ କରୁଛି ଓ କେମିତି ନିଜକୁ ଏଥିରୁ ସୁରକ୍ଷିତ ରଖିବେ ଆସନ୍ତୁ ଜାଣିବା ସେନେଇ ଭୁବନେଶ୍ୱରସ୍ଥିତ ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌ର ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ସାହୁ କ’ଣ କହୁଛନ୍ତି?

LEAVE A REPLY

Please enter your comment!
Please enter your name here