‘‘ମୁଁ ବାରମ୍ବାର ଇଣ୍ଟରଭ୍ୟୁରେ ବିଫଳ ହୋଇଛି। କିନ୍ତୁ କେବେ ନିରାଶ ହୋଇନି। ମତେ ଲାଗେ ଜୀବନରେ ବିଫଳତା ଦେଖିଥିବା ଲୋକ ହିଁ ସଫଳତା ପାଇଁ ଅଧିକ ସଂଘର୍ଷ କରନ୍ତି ଆଉ ଦିନେ ନା ଦିନେ ଲକ୍ଷ୍ୟସ୍ଥଳରେ ପହଁଚନ୍ତି। ତେଣୁ ମୋର ବିଶ୍ୱାସ ଥିଲା ମୁଁ ଦିନେ ସଫଳ ହେବି’’, କହନ୍ତି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହୋଇଥିବା କୋରାପୁଟର ରଶ୍ମୀରଞ୍ଜନ ମଲ୍ଲିକ।

Comment