ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ କାହିଁକି ହୋଇଥାଏ, ପରାଗ ଓ ଗ୍ରହଣ ସମୟରେ ଖାଦ୍ୟ ଖାଇବା ଉଚିତ କି ନୁହେଁ, ସୂର୍ଯ୍ୟ ପରାଗକୁ ଆମେ କିପରି ଦେଖିବା? ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଭଳି ମହାଜାଗତିକ ଦୃଶ୍ୟକୁ ନେଇ ଲୋକମାନଙ୍କ ମନରେ ରହିଥିବା ବିଶ୍ଵାସ ଏବଂ ଏହି ଦୃଶ୍ୟ ପଛର ବୈଜ୍ଞାନିକ କାରଣକୁ ବିସ୍ତୃତ ଭାବେ କହିଛନ୍ତି ଭୁବନେଶ୍ଵରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମର ଉପ ନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ। ଦେଖନ୍ତୁ ଭିଡିଓ…