ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ କାହିଁକି ହୋଇଥାଏ, ପରାଗ ଓ ଗ୍ରହଣ ସମୟରେ ଖାଦ୍ୟ ଖାଇବା ଉଚିତ କି ନୁହେଁ, ସୂର୍ଯ୍ୟ ପରାଗକୁ ଆମେ କିପରି ଦେଖିବା? ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଭଳି ମହାଜାଗତିକ ଦୃଶ୍ୟକୁ ନେଇ ଲୋକମାନଙ୍କ ମନରେ ରହିଥିବା ବିଶ୍ଵାସ ଏବଂ ଏହି ଦୃଶ୍ୟ ପଛର ବୈଜ୍ଞାନିକ କାରଣକୁ ବିସ୍ତୃତ ଭାବେ କହିଛନ୍ତି ଭୁବନେଶ୍ଵରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମର ଉପ ନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ। ଦେଖନ୍ତୁ ଭିଡିଓ…

Comment