ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହେଇଛନ୍ତି ବଲାଙ୍ଗୀର ଜିଲ୍ଲା ସଇଁତଳାର ଐଶ୍ୱର୍ଯ୍ୟା ପୃଷେଠ୍l ପିଲାବେଳୁ ଜଣେ ପ୍ରଶାସନିକ ଅଧିକାରୀ ହେବାର ସ୍ବପ୍ନ ଦେଖୁଥିଲେ ସେl ତେଣୁ କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ବଳରେ ଦ୍ଵିତୀୟ ଚେଷ୍ଟାରେ ନିଜ ସ୍ବପ୍ନ ପୂରା କରିଛନ୍ତି ଐଶ୍ୱର୍ଯ୍ୟା

Comment