ଓଡ଼ିଆ ସିନେ, ଟେଲି ଏବଂ ଯାତ୍ରା ତିନୋଟି ଯାକ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳିଛି ବିରେନ ମିଶ୍ରଙ୍କ ନିଖୁଣ ଅଭିନୟର ଝଲକ। ତାଙ୍କ ଅଭିନୟ ଯେମିତି ନିଆରା ତାଙ୍କ ଭଏସ ବି ସେମିତି ସମସ୍ତଙ୍କଠାରୁ ଭିନ୍ନ। ଅଭିନୟ ଏବଂ ଭଏସଓଭର ତଥା ଡବିଂ କ୍ଷେତ୍ରରେ ବିରେନଙ୍କ ଦୀର୍ଘଦିନର ଅନୁଭୂତି ଓ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଓଡ଼ିଶାଲାଇଭର ସ୍ଵତନ୍ତ୍ର ସାକ୍ଷାତକାର। ଦେଖନ୍ତୁ ଭିଡିଓ…

LEAVE A REPLY

Please enter your comment!
Please enter your name here