ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନବେ ଦଶକରେ ଯେଉଁ କେତେଜଣ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ସେମାନଙ୍କ ଭିତରେ ଜ୍ୟୋତି ମିଶ୍ର ହେଉଛନ୍ତି ଅନ୍ୟତମ। ‘ମାତୃଶକ୍ତି’, ‘ତୋ ଆଖି ମୋ ଆଇନା’, ‘ମନ ରହିଗଲା ତୁମରିଠାରେ’ ଆଦି ସୁପରହିଟ୍ ଫିଲ୍ମ ମାଧ୍ୟମରେ ଜ୍ୟୋତି ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଥିଲେ।

ବେଶ୍‌ କିଛି ବର୍ଷ ହେବ ସେ ଆଉ ପରଦାରେ ଦେଖାଯାଉନଥିଲେ। ଦର୍ଶକଙ୍କଠାରୁ ଦୂରେଇ ଯାଇଥିଲେ ସେ। ସମସ୍ତଙ୍କ ମନରେ ଖାଲି ଗୋଟିଏ ପ୍ରଶ୍ନ ଥିଲା, କାହିଁକି ହଠାତ୍‌ ହଜିଗଲେ ଜ୍ୟୋତି ମିଶ୍ର? ଓଡ଼ିଶାଲାଇଭ୍‌ର ଏହି ସ୍ୱତନ୍ତ୍ର ସାକ୍ଷାତକାରରେ ଏମିତି ତମାମ ପ୍ରଶ୍ନର ଉତ୍ତର ଦେଇଛନ୍ତି ଜ୍ୟୋତି। ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

LEAVE A REPLY

Please enter your comment!
Please enter your name here