ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆପଣ ଜାଣନ୍ତି କି ଇନସୁଲିନ୍ କ’ଣ? ଏହା ଶରୀର ପାଇଁ କେତେ ଜରୁରୀ? ଇନସୁଲିନ୍ ହେଉଛି ଅଗ୍ନାସୟ ଗ୍ରନ୍ଥରୁ ଝରୁ ଥିବା ଏକ ପ୍ରକାର ରସ। ଏହାକୁ ଜୀବରସ କୁହାଯାଏ ବୋଲି କୁହନ୍ତି ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋ।

ମଣିଷ ଶରୀର ପାଇଁ ଜୀବରସର ଆବଶ୍ୟକତା ରହିଛି। ଶରୀରରେ ଜୀବରସ ବା ଇନସୁଲିନ୍‌ର ଅଭାବ ହେଲେ ଡାଇବେଟିସ ରୋଗ ହୋଇଥାଏ ବୋଲି ଡାକ୍ତର କୁହନ୍ତି।

ଇନସୁଲିନ୍ ହରମୋନ ଆମ ଶରୀରରୁ କମ୍ କ୍ଷରଣ ହେଲେ ଡାଏବେଟିସ୍ ରୋଗ ହୁଏ। ତେଣୁ ଡାଏବେଟିସରୁ ରକ୍ଷା ପାଇବା ପାଇଁ ଇନସୁଲିନ୍ ହରମୋନକୁ ଔଷଧ ଭାବେ ନେବାକୁ ପଡ଼ିଥାଏ।

ଡାଏବେଟିସ୍ ରୋଗୀଙ୍କୁ ଇନସୁଲିନ୍‌ର ଆବଶ୍ୟକତା କାହିଁକି ହୋଇଥାଏ? ଡାଇବେଟିସ୍ ରୋଗୀ ଇନସୁଲିନ୍‌କୁ କେମିତି ନେବେ? ସେ ନେଇ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Insulin #Diabetes #OdiaHealthTips #DoctorAdvice #SwasthyaPlusOdia

Comment