ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୩। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ଅଟିଜିମ୍ ମାନସିକ ରୋଗ ନୁହେଁ। ଏହି ସମସ୍ୟା ହେଲେ ପିଲାର ବୁଦ୍ଧିର ବିକାଶ ହେବାରେ ଅସୁବିଧା ହୋଇଥାଏ। ଅଟିଜିମ୍‌ ବା ସ୍ୱପରାୟଣତା କ’ଣ? ଏପରି ହେବାର କାରଣ କ’ଣ? ଏନେଇ ସ୍ପିଚ୍‌ ଲାଙ୍ଗୁଏଜ୍‌ ପାଥୋଲୋଜିଷ୍ଟ ଡାକ୍ତର ସ୍ମରଣିକା ମିଶ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldHealthDay2023 #HealthForAll # Autism #MentalIllness #OdiaHealthTips #Treatment #IFIFoundation

Comment