ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୩। ଏହି ଅବସରରେ ସ୍ୱାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ଏବେ ଲୋକମାନଙ୍କ ମଧ୍ୟରେ ମୋଟପା ଏକ ବଡ଼ ସମସ୍ୟା ପାଲଟିଛି। ଖରାପ ଖାଦ୍ୟାଭ୍ୟାସ ଯେପରିକି ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍, ଅଧିକ ମିଠା ଖାଇବା ଯୋଗୁଁ ବ୍ୟକ୍ତି ମୋଟାପଣର ଶିକାର ହେଉଛନ୍ତି।

ତେବେ ମୋଟା ହେବାର କାରଣ କ’ଣ? ପେଟର ଚର୍ବି କମିବ କେମିତି? ଏନେଇ ବିଶିଷ୍ଟ ପୁଷ୍ଟିକର ବିଶେଷଜ୍ଞ ଡାକ୍ତର ମୌସୁମୀ ମିଶ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldHealdDay2023 #HealthForAll #Fatness #OdiaHealthTips #Treatment

LEAVE A REPLY

Please enter your comment!
Please enter your name here