ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ବିଶ୍ଵ ସ୍ଵାସ୍ଥ୍ୟ ଦିବସ। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଏବଂ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ – ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’। 

ଆଜିର ଦୁନିଆରେ ଲୋକଙ୍କ ମଧ୍ୟରେ ଅନେକ ଚର୍ମ ରୋଗ ଦେଖାଯାଉଛି। ବିଭିନ୍ନ କାରଣରୁ ଏହି ଚର୍ମ ରୋଗ ହେଉଛି ଏହାର ଏକ ମୁଖ୍ୟ କାରଣ ହେଉଛି ଫଙ୍ଗାଲ୍ ଇନ୍‌ଫେକ୍ସନ।

ଫଙ୍ଗାଲ ଇନ୍‌ଫେକ୍ସନ ହେଉଛି ଏକ ସାଧାରଣ ଚର୍ମ ଜନିତ ସମସ୍ୟା। ଏହାର କାରଣ ଅନେକ ଥାଇପାରେ। ହେଲେ କାହିଁକି ହୁଏ ଫଙ୍ଗାଲ୍ ଇନଫେକ୍ସନ୍‌? ଏହାର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଚମର୍ରୋଗ ବିଶେଷଜ୍ଞ ଡାକ୍ତର ନିବେଦିତା ପାତ୍ର କ’ଣ କହିଛନ୍ତି, ଜାଣିବା ପାଇଁ ଦେଖନ୍ତୁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ।

Tags: #WorldHealthDay2023 #AmaSwasthyAmaJibana #HealthForAll #FungalInfection #Healthylife #OdiaHealthTips

 

Comment