ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

 ଆଜି ବିଶ୍ଵ ସ୍ଵାସ୍ଥ୍ୟ ଦିବସ। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଏବଂ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ – ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’। 

ପିସିଓଏସ୍‌ ବା ପଲିସିଷ୍ଟିକ୍‌ ଓଭାରିଆନ୍‌ ସିଣ୍ଡ୍ରୋମ ହେଉଛି ହରମୋନ୍‌ ଜନିତ ସମସ୍ୟା। ଏହାର ମୁଖ୍ୟ କାରଣ ହେଉଛି ଜେନେଟିକ, ପରିବେଶ ଓ ଜୀବନଶୈଳୀ।

ଏହି ପିସିଓଏସ୍‌ରୁ କିପରି ରକ୍ଷା ମିଳି ପାରିବ ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଜିଏସ୍‌ଏସ୍‌ ମହାପାତ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ଦେଖନ୍ତୁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ।

Tags: #WorldHealthDay2023 #AmaSwasthyAmaJibana #HealthForAll #PCOSProblem #Healthylife #OdiaHealthTips

Comment