ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

 ଆଜି ବିଶ୍ଵ ସ୍ଵାସ୍ଥ୍ୟ ଦିବସ। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଏବଂ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ – ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’। 

ସମଗ୍ର ବିଶ୍ୱରେ ଡାଏବେଟିସ୍ ବା ମଧୁମେହ ରୋଗ ଏକ ଜଟିଳ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଏହି ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବ ଏକ ପ୍ରକାରର ଅସମ୍ଭବ।

ଏହି ଡାଏବେଟିସକୁ ନିୟନ୍ତ୍ରଣରେ ରଖିଲେ ହାର୍ଟ ଆଟାକ୍, ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ଦୂରାରୋଗ୍ୟ ରୋଗରୁ ଆମେ ରକ୍ଷା ପାଇ ପାରିବା।

ତେବେ ଡାଏବେଟିସକୁ କେମିତି ନିୟନ୍ତ୍ରଣରେ ରଖିବେ? ଡାଏବେଟିସ୍ ରୋଗୀ କେମିତି ସୁସ୍ଥ ରହିବେ? ଏନେଇ ବରିଷ୍ଠ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋଙ୍କଠାରୁ ସବିଶେଷ ତଥ୍ୟ ଜାଣିବା ପାଇଁ ଦେଖନ୍ତୁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ।

Tags: #WorldHealthDay2023 #AmaSwasthyAmaJibana #HealthForAll #Diabetes #Foodhabbit #Healthylife #OdiaHealthTips

Comment