ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

 ଆଜି ବିଶ୍ଵ ସ୍ଵାସ୍ଥ୍ୟ ଦିବସ। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଏବଂ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ – ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’। 

ସୁଖ ଦୁଃଖକୁ ନେଇ ଆମ ଜୀବନ। ଏହା ଜୀବନର ପାହାଚ ସଦୃଶ। ହେଲେ ବିନା କାରଣରେ ଯଦି ଜଣେ ସବୁବେଳେ ଦୁଃଖରେ ରହେ, ତେବେ ଏହା ମାନସିକ ରୋଗର ଲକ୍ଷଣ ହୋଇପାରେ।

ଆଜିକାଲି ଦୁନିଆରେ ଅନେକ ଲୋକ ମାନସିକ ରୋଗର ଶିକାର ହେଉଛନ୍ତି। ବିଭିନ୍ନ କାରଣରୁ ଲୋକମାନେ ଚିନ୍ତାଗ୍ରସ୍ତ ହୋଇ ମାନସିକ ରୋଗରେ ପଡ଼ୁଛନ୍ତି

ତେବେ ସବୁବେଳେ ଦୁଃଖରେ ରହିବା ମାନସିକ ରୋଗର ଲକ୍ଷଣ କି? ଏହାର କାରଣ, ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର, ଜାଣିବା ପାଇଁ ଦେଖନ୍ତୁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ।

Tags: #WorldHealthDay2023 #AmaSwasthyAmaJibana #HealthForAll #Mentalhealth #Healthylife #OdiaHealthTips

Comment