ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ବିଶ୍ଵ ସ୍ଵାସ୍ଥ୍ୟ ଦିବସ। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଏବଂ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ – ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ପିରିୟଡସ ବା ଋତୁସ୍ରାବ ବେଳେ ସଫାସୁତରା ରହିବା ନିହାତି ଦରକାର। ନଚେତ ଏହା ବିଭିନ୍ନ ରୋଗ ଓ ସଂକ୍ରମଣକୁ ଡାକିଥାଏ ବୋଲି ଡାକ୍ତର କୁହନ୍ତି।

ପିରିୟସଡସ ସମୟରେ ସଫାସୁତରା ରହିବା ନେଇ ପ୍ରତ୍ୟେକ ମହିଳାଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି।

ପିରିୟଡସ ବା ଋତୁସ୍ରାବ ସମୟରେ କେମିତି ସ୍ୱଚ୍ଛତା ଓ ପରିଚ୍ଛନ୍ନତା ବଜାୟ ରଖିବେ? ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ଲିପିକା ମହାରଣା ଏନେଇ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

 Tags: #WorldHealthDay2023 #HealthForAll # Periods #OdiaHealthTips #Treatment #Hygiene

Comment