ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

 ଆଜି ବିଶ୍ଵ ସ୍ଵାସ୍ଥ୍ୟ ଦିବସ। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଏବଂ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ – ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’। 

ଅଧିକାଂଶ ପିଲାଙ୍କର ବର୍ତ୍ତମାନ ପରୀକ୍ଷା ଫଳାଫଳ ଉପରେ ନଜର ରହିଛି। ପରୀକ୍ଷା ରେଜଲ୍ଟ ବାହାରିବା ସମୟରେ ଉଭୟ ପିଲା ଓ ବାପାମା’ ତଥା ଅଭିଭାବକଙ୍କ ମନରେ ବିଭିନ୍ନ ଆଶା ରହିଥାଏ।

ତେବେ ଏହି ସମୟରେ ପିଲାମାନେ ମାନସିକ ଚାପ, ଭୟ ଭିତରେ ଗତି କରୁଥିବେ। ଏହି ସମୟରେ ସେମାନଙ୍କୁ କିଭଳି ସାହାଯ୍ୟ କରିବା? ଏ ସମସ୍ତ ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ମନସ୍ତତ୍ୱବିତ୍‌ ସମ୍ବିତ ନନ୍ଦ, ଜାଣିବା ପାଇଁ ଦେଖନ୍ତୁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ।

Tags: #WorldHealthDay2023 #AmaSwasthyAmaJibana #HealthForAll #ExamAnxiety #Healthylife #OdiaHealthTips

Comment