ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ବିଶ୍ଵ ସ୍ଵାସ୍ଥ୍ୟ ଦିବସ। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଏବଂ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ – ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’। 

ଆମେ ସମସ୍ତେ ଶୋଇବାବେଳେ ମାରିଥାଉ। ଏହା ଆମ ଅଜାଣତରେ ହୋଇଥାଏ। ଆମେ ଯେତେବେଳେ ଅତ୍ୟଧିକ ନିଦ୍ରାରେ ଥାଉ ସେତେବେଳେ ଘୁଙ୍ଗୁଡ଼ି ମାରିଥାଉ।

ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ଯାଏଁ ସମସ୍ତେ ଘୁଙ୍ଗୁଡ଼ି ସମସ୍ୟାର ଶିକାର ହୁଅନ୍ତି। ଏହା ଏକ ବଡ଼ ସମସ୍ୟା ନ ହେଲେ ମଧ୍ୟ ଆମ ଶରୀର ପକ୍ଷେ ଭଲ ନୁହେଁ।

ତେବେ କାହିଁକି ଘୁଙ୍ଗୁଡ଼ି ହୁଏ? ଆସନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ ବିଷୟରେ ବରିଷ୍ଠ ଶ୍ୱାସ ଏବଂ ନିଦ୍ରାରୋଗ ବିଶେଷଜ୍ଞ ଡାକ୍ତର ଦାମୋଦର ବିନ୍ଧାଣିଙ୍କଠାରୁ ଅଧିକ ଜାଣିବା ପାଇଁ ଦେଖନ୍ତୁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ।

Tags: #WorldHealthDay2023 #AmaSwasthyAmaJibana #HealthForAll #Snoring #SleepHygiene #Healthylife #OdiaHealthTips

Comment