ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

 ଆଜି ବିଶ୍ଵ ସ୍ଵାସ୍ଥ୍ୟ ଦିବସ। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଏବଂ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ – ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’। 

ମହିଳାଙ୍କ ମଧ୍ୟରେ ପିରିୟଡ୍ସରେ ଅନିୟମିତତା ଦେଖାଯାଇଥାଏ। ଅନେକ ସମୟରେ ସେମାନଙ୍କଠାରେ ଏଣ୍ଡୋମେଟ୍ରିଓସିସ୍‌ ସମସ୍ୟା ଦେଖାଯାଏ।

ତେବେ ଏହି ଏଣ୍ଡୋମେଟ୍ରିଓସିସ୍‌ କ’ଣ? ଏହାକୁ ଜଣେ ମହିଳା କେମିତି ଚିହ୍ନିବେ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଜିଏସ୍‌ଏସ୍‌ ମହାପାତ୍ର, ଜାଣିବା ପାଇଁ ଦେଖନ୍ତୁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ।

Tags: #WorldHealthDay2023 #AmaSwasthyAmaJibana #HealthForAll #Endometriosis #Healthylife #OdiaHealthTips

Comment