ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୩। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ପୋଷଣ ବା ନ୍ୟୁଟ୍ରିସନ ଅର୍ଥ ହେଉଛି ପୁଷ୍ଟି। ଖାଦ୍ୟ ଖାଇବା ଦ୍ଵାରା ଏହି ପୁଷ୍ଟି ଆମ ଶରୀରକୁ ମିଳିଥାଏ। ତେଣୁ ଏକ ସୁସ୍ଥ ଶରୀର ପାଇଁ ପୋଷଣର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହା ଆମ ଶରୀରକୁ ଶକ୍ତି ଦେଇଥାଏ। ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ।

ଆପଣ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ସକାଳ ଜଳିଖିଆ ଖାଇବାକୁ ଜମା ଭୁଲନ୍ତୁ ନାହିଁ। ବିଶିଷ୍ଟ ଡାଏଟିସିଆନ୍ ଡାକ୍ତର ମୌସୁମୀ ମିଶ୍ରଙ୍କଠାରୁ ନ୍ୟୁଟ୍ରିସନକୁ ନେଇ ଆପଣଙ୍କ ମନରେ ଥିବା ସବୁ ପ୍ରଶ୍ନର ଉତ୍ତର ପାଆନ୍ତୁ। ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldHealthDay2023 #HealthForAll #Nutrition #Healthylife #Breakfast #OdiaHealthTips

 

LEAVE A REPLY

Please enter your comment!
Please enter your name here