ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୩। ଏହି ଅବସରରେ ସ୍ୱାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ଆଜିକାଲି ଦୁନିଆରେ ଅନେକ ଲୋକ ମାନସିକ ରୋଗର ଶିକାର ହେଉଛନ୍ତି। ବିଭିନ୍ନ କାରଣରୁ ଲୋକମାନେ ଚିନ୍ତାଗ୍ରସ୍ତ ହୋଇ ମାନସିକ ରୋଗରେ ପଡ଼ୁଛନ୍ତି।

ତେବେ ମାନସିକ ରୋଗ କାହିଁକି ବଢୁଛି? ଏହାକୁ ଚିହ୍ନିବେ କେମିତି? ଏନେଇ କ’ଣ କହୁଛନ୍ତି ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଜୟପ୍ରକାଶ ରେସଲ ରାବଣ, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldHealthDay2023 #HealthForAll #MentalIllness #MentalDisorder #OdiaHealthTips #Treatment

Comment