ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୩। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଓ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ଅଷ୍ଟିଓସାର୍କୋମା ବା ବୋନ୍ କ୍ୟାନ୍ସର ହେଉଛି ଏକ ପ୍ରକାର ହାଡ଼ର କ୍ୟାନ୍‌ସର, ଯାହାକି ହାଡ଼କୁ ତିଆରି କରୁଥିବା କୋଷରେ ହୋଇଥାଏ।

ବୋନ୍ କ୍ୟାନ୍ସର କ’ଣ? ଏହା କାହିଁକି ହୁଏ ଏବଂ କ’ଣ ରହିଛି ଏହାର ଚିକିତ୍ସା ବ୍ୟବସ୍ଥା? ସେ ସମ୍ପର୍କରେ ଡାକ୍ତର ଭାଗ୍ୟଶ୍ରୀ ସିଂ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldHealthDay2023 #HealthForAll #BoneCancer #OdiaHealthTips #Treatment

Comment