ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ବିଶ୍ଵ ସ୍ଵାସ୍ଥ୍ୟ ଦିବସ-୨୦୨୩। ଏହି ଅବସରରେ ସ୍ଵାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ଓଡ଼ିଶାଲାଇଭ୍, ସ୍ଵାସ୍ଥ୍ୟପ୍ଲସ ଏବଂ ଆଇଏଫ୍ଆଇ ଫାଉଣ୍ଡେସନର ମିଳିତ ଅଭିଯାନ – ‘ଆମ ସ୍ଵାସ୍ଥ୍ୟ ଆମ ଜୀବନ’।

ସାଧାରଣତଃ ଗାଧୋଇବା ବେଳେ ବା ପହଁରିବା ବେଳେ କାନରେ ପାଣି ପଶିଯିବା ଏକ ସାଧାରଣ କଥା। ସବୁବେଳେ କାନରେ ପାଣି ପଶିଲେ କାନ ପଚିବା ସହ ବିଭିନ୍ନ ସମସ୍ୟା ଦେଖାଦେଇଥାଏ।

ଯଦି କାନରେ ପାଣି ପଶିଯାଏ କ’ଣ କରିବେ? ସେ ନେଇ ବିଶିଷ୍ଟ କର୍ଣ୍ଣ, ନାଶା ତଥା ଗଳା ବିଭାଗର ଡାକ୍ତର ଦୀପ୍ତିମାନ ବଳିଆରସିଂ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

 Tags: #WorldHealthDay2023 #HealthForAll #OdiaHealthTips #EarTreatment #IFIFoundation

Comment