ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳଗୌରବ ମଧୁସୂଦନ ଦାସ ଓଡ଼ିଆ ଜାତିପ୍ରାଣର ପରିଚୟ। ପରାଧୀନ ଭାରତରେ ଉତ୍କଳ ମାତାର ବନ୍ଦନା କରି ଓଡ଼ିଆମାନଙ୍କୁ ଉତ୍କଳୀୟ ଭାବନାରେ ଉଦ୍‌ବୁଦ୍ଧ ହେବାକୁ ସେ କେତୋଟି କବିତା ଲେଖିଥିଲେ।

ଆଜି ମଧୁବାବୁଙ୍କ ଜୟନ୍ତୀ ଅବସରରେ ମଧୁବାବୁଙ୍କର ସେହି କାଳଜୟୀ କବିତାଗୁଡ଼ିକ ମଧ୍ୟରୁ ‘ମାତା ମାତା ରବ’ ଶୁଣନ୍ତୁ ଏହି ଭିଡିଓରେ।

Tags: #UtkalGouravMadhusudanDas #MataMataRaba #Poetry #MadhuBabuJayanti

Comment