ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଜୀବନଶୈଳିରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିମିତତା ଯୋଗୁଁ ମଣିଷ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ବର୍ତ୍ତମାନ ମୋଟାପଣ ଏକ ବଡ଼ ସମସ୍ୟା ପାଲଟିଛି। ଖାସ କରି ପେଟରେ ଚର୍ବି ଜମିବାକୁ ନେଇ ଚିନ୍ତା ମଧ୍ୟ ବଢ଼ିଛି।

ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍, ଅଧିକ ମିଠା ଖାଇବା ଯୋଗୁଁ ମୋଟାପଣ ସମସ୍ୟା ଦେଖା ଦେଇଛି। ମୋଟାପା କବଳରେ ଏବେ ପିଲାଠାରୁ ବୁଢ଼ା। 

ତେବେ ମୋଟା ହେବାର କାରଣ କ’ଣ? କେମିତି କମିବ ପେଟର ଚର୍ବି? ଏନେଇ ବିଶିଷ୍ଟ ପୁଷ୍ଟିକର ବିଶେଷଜ୍ଞ ଡାକ୍ତର ମୌସୁମୀ ମିଶ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #BellyFat #HealthyLife #Fatness #OdiaHealthTips #Treatment

Comment