ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆସ୍ଥମା ରୋଗକୁ ଆଜମା ବୋଲି ମଧ୍ୟ କୁହାଯାଏ। ଆସ୍ଥମା ହେଉଛି ଏକ ଫୁସଫୁସ ଜନିତ ରୋଗ। ଏହି ରୋଗ ହେବା ଫଳରେ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ଏବଂ ରୋଗୀ ନିଶ୍ୱାସ ପ୍ରଶ୍ୱାସ ନେବା ଆଣିବାରେ ଅସୁବିଧା ଅନୁଭବ କରିଥାଏ ବୋଲି କୁହନ୍ତି ଡାକ୍ତର ନିରୋଜ କୁମାର ମିଶ୍ର।

ଆସ୍ଥମା ରୋଗ କ’ଣ ଏବଂ କାହାକୁ ହେବାର ଆଶଙ୍କା ରହିଛି? ଆସ୍ଥମା ରୋଗ କାହିଁକି ହୋଇଥାଏ? କେମିତି ଏହାକୁ ରୋକି ପାରିବା ଏବଂ ଏହାର ଚିକିତ୍ସା କ’ଣ ରହିଛି? ଏନେଇ ମେଡିସିନ୍ ସ୍ପେସାଲିଷ୍ଟ ଡାକ୍ତର ନିରୋଜ କୁମାର ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Asthma #SymptomsOfAsthma #Treatment #WorldAsthmaDay #OdiaHealthTips

Comment