ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସିଓପିଡି ବା ଶ୍ୱାସ ରୋଗ ଏକ ଫୁସ୍‌ଫୁସ୍‌ ଜନିତ ସମସ୍ୟା। ଏହା ହେଲେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୁଏ। ନିଶ୍ୱାସ ନେବାରେ କଷ୍ଟ ଅନୁଭୂତ ହୁଏ ଓ ଶରୀରକୁ ସଠିକ ପରିମାଣରେ ଅକ୍ସିଜେନ୍‌ ମିଳିପାରେ ନାହିଁ ବୋଲି ଡାକ୍ତର କୁହନ୍ତି।

ତେବେ ସିଓପିଡିକୁ କେମିତି ଚିହ୍ନିବା? କ’ଣ ରହିଛି ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବ୍ୟବସ୍ଥା? ସେନେଇ ବିଶିଷ୍ଟ ଶ୍ୱାସ ରୋଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ବେହେରା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldAsthmaDay #AsthmaCareForAll #Asthma#COPD #SymptomsOfAsthma #Treatment #OdiaHealthTips

Comment