ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜ୍‌ମା ବା ଶ୍ୱାସ ଜନିତ ସମସ୍ୟା ବା ସିଓପିଡି ପାଇଁ ଇନ୍‌ହେଲରର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ରହିଥାଏ ଯେ, ଇନହେଲର ଦେହ ପାଇଁ ଖରାପ ଏବଂ ଇନହେଲରର ପ୍ରଭାବ ସମ୍ପୂର୍ଣ୍ଣ ଶରୀର ଉପରେ ପଡ଼ିଥାଏ।

ତେବେ ଇନହେଲର ଦେହ ପାଇଁ ଭଲ ନା ଖରାପ? ଏ ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଶିବ କୁମାର ଲାଥ। ଜାଣିବା ପାଇଁ ଦେଖନ୍ତୁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ।

Tags: #WorldAsthmaDay #AsthmaCareForAll #Asthma#Inhaler#SymptomsOfAsthma #Treatment #OdiaHealthTips

Comment