ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଫୁସ୍‌ଫୁସ୍‌ ବାହାର ପରଦାରେ ସଂକ୍ରମଣ ହେଲେ ସେଥିରୁ ପାଣି ବାହାରି ଛାତି ଓ ଫୁସ୍‌ଫୁସ୍‌ ମଝିରେ ଜମା ହୁଏ, ଯାହାକୁ ପଲମୋନାରି ଏଡିମା କୁହାଯାଏ।

ତେବେ ଫୁସ୍‌ଫୁସ୍‌ରେ ପାଣି ଜମା ହେବାର କାରଣ କ’ଣ? ଏହାର ଲକ୍ଷଣ, ପରୀକ୍ଷା ଓ ଚିକିତ୍ସା ବ୍ୟବସ୍ଥା କ’ଣ ରହିଛି ସେ ବିଷୟରେ ବିଶିଷ୍ଟ ଫୁସ୍‌ଫୁସ୍‌ ରୋଗ ବିଶେଷଜ୍ଞ ଡାକ୍ତର ସମୀର ସାହୁ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldAsthmaDay #AsthmaCareForAll #Asthma #lungs  #SymptomsOfAsthma #Treatment #OdiaHealthTips

Comment