ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପୁରୁଷଙ୍କ ମୁହଁରେ ନିଶ ଏବଂ ଦାଢ଼ି ବାହାରିବା ସ୍ୱାଭାବିକ। ଅନେକ ସମୟରେ ମହିଳାଙ୍କ ମୁହଁରେ କେଶ ବାହାରୁଥିବା ଦେଖିବାକୁ ମିଳେ, ଯାହାକୁ ନେଇ ଚିନ୍ତାରେ ପଡ଼ିଯାଆନ୍ତି ମହିଳା। ଶରୀରରେ ହରମୋନ୍ ପରିବର୍ତ୍ତନ କାରଣରୁ ମହିଳାଙ୍କ ମୁହଁରେ କେଶ ବାହାରୁଥିବା କୁହନ୍ତି ଡାକ୍ତର ଲକ୍ଷ୍ମୀକାନ୍ତ ମିଶ୍ର।

ମୁହଁରେ ଅଯଥା କେଶକୁ ନେଇ ମହିଳାମାନେ ଚିନ୍ତାରେ ପଡ଼ିବା ସହ ଏଗୁଡ଼ିକୁ ହଟାଇବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି। ତେବେ କେମିତି ଏହି ଅନୱାଣ୍ଟେଡ୍ ହେୟାର ବା ଅଯଥା କେଶକୁ ମୁହଁରୁ ହଟାଇବେ? ସେ ନେଇ ବିଶିଷ୍ଟ ପ୍ଲାଷ୍ଟିକ୍ ସର୍ଜନ ଡାକ୍ତର ଲକ୍ଷ୍ମୀକାନ୍ତ ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #UnwantedHair #Treatment #LaserTreatment #OdiaHealthTips

Comment