ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପାରିବାରିକ ଜୀବନର ସୁଖ ସମୃଦ୍ଧି ପାଇଁ ସନ୍ତାନର ଆବଶ୍ୟକତା ରହିଛି। ଶିଶୁଟିଏ ପାଇଁ ଆଗରୁ ବାପା, ମା’ଙ୍କୁ ଶାରୀରିକ ଓ ମାନସିକ ଭାବରେ ପ୍ରସ୍ତୁତ ହେବାକୁ ପଡ଼ିଥାଏ।

ଅନେକ ସମୟରେ ଅଧିକାଂଶ ସମୟରେ ଅସାବଧାନତା ଯୋଗୁଁ ଗର୍ଭ ରହିବାର ସମ୍ଭାବନା ଥାଏ। ଏହା ଫଳରେ ଦମ୍ପତ୍ତିଙ୍କ ସାଂସାରିକ ଜୀବନରେ ଅସୁବିଧା ଦେଖା ଦେଇଥାଏ।

ତେବେ ଅନିଛା ସତ୍ତ୍ୱେ ଗର୍ଭଧାରଣକୁ ଏଡ଼ାଇବେ କିପରି? ଏନେଇ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣି କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #MothersDay #MotherCare #UnwantedPregnancy #HealthAwareness #AmaSwasthyAmaJibana

 

Comment