ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଜଣେ ମହିଳା ସୁସ୍ଥ ରହିଲେ ସମଗ୍ର ପରିବାର ସୁସ୍ଥ ରହିବ। ଜଣେ ମହିଳା ସୁସ୍ଥ ରହିବା ପାଇଁ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଆବଶ୍ୟକ।

ଅଧିକାଂଶ ସମୟରେ ମହିଳା କାର୍ଯ୍ୟବ୍ୟସ୍ତତା ଯୋଗୁଁ ସଠିକ ସମୟରେ ଖାଇପାରନ୍ତି ନାହିଁ ବା ଉଚିତ ପୋଷଣ ଖାଦ୍ୟରେ ସାମିଲ କରିପାରନ୍ତି ନାହିଁ। ଏହା ଫଳରେ କ୍ୟାଲସିୟମ୍‌, ଆନେମିଆ ଭଳି ଅଭାବ ଦେଖାଦେଇଥାଏ।

ତେବେ ମହିଳା ନିଜେ ସୁସ୍ଥ ରହିବା ପାଇଁ କ’ଣ ଖାଇବା ଆବଶ୍ୟକ ? ଏନେଇ ଡାଏଟିସିଆନ୍‌ ଯସ୍ମିନ୍‌ ହବିବ୍‌ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #MothersDay #MotherCare #HealthAwareness #AmaSwasthyAmaJibana

 

LEAVE A REPLY

Please enter your comment!
Please enter your name here