ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଉଚ୍ଚ ରକ୍ତଚାପକୁ ସବୁ ବଡ଼ ବଡ଼ ରୋଗର ମୂଳ କାରଣ ବୋଲି କୁହାଯାଏ। ରକ୍ତଚାପ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ମାସ ୧୭ ତାରିଖକୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଭାବେ ପାଳନ କରାଯାଉଛି।

ରକ୍ତଚାପକୁ ସାଇଲେଣ୍ଟ କିଲର କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ରକ୍ତଚାପ ଯୋଗୁଁ ବିଭିନ୍ନ ରୋଗର ଉତ୍ପତି ହୋଇଥାଏ ବୋଲି ଡାକ୍ତର କୁହନ୍ତି। ଅଧିକ ଦିନ ଉଚ୍ଚ ରକ୍ତଚାପରେ ପୀଡ଼ିତ ବ୍ୟକ୍ତିଙ୍କୁ ହୃଦଘାତର ଆଶଙ୍କା ମଧ୍ୟ ଅଧିକ ରହିଛି।

ତେଣୁ ରକ୍ତଚାପକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ। ଉଚ୍ଚ ରକ୍ତଚାପକୁ କିପରି ନିୟନ୍ତ୍ରଣ କରିହେବ? ବିଶ୍ୱ ହାଇପରଟେନ୍‌ସନ୍‌ ବା ଉଚ୍ଚ ରକ୍ତଚାପ ଦିବସ ଅବସରରେ ରକ୍ତଚାପକୁ କିପରି ନିୟନ୍ତ୍ରଣ କରିହେବ ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଳସ ଓଡ଼ିଆର ଏହି ଭିଡିଓରେ।

Tags: #HighBloodPressure #WorldHypertensionday2023 #OdiaHealthTips #DoctorsAdvice

Comment