ଓଡ଼ିଶାଲାଇଭ୍ ବ୍ୟୁରୋ

ନାରୀ ହୁଅନ୍ତୁକି ପୁରୁଷ, ସମସ୍ତଙ୍କର ଇଚ୍ଛାଥାଏ ସୁନ୍ଦର ଏବଂ ସୁସ୍ଥ ତ୍ଵଚା ପାଇଁ। ଏଥିପାଇଁ ଠିକ୍ ଭାବେ ତ୍ଵଚାର ଯତ୍ନ ନେବାକୁ ପଡ଼ିବ। ଖାସ କରି ଖାଦ୍ୟ ପେୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକତା ରହିଛି।

ଆମ ଖାଇବା ଉପରେ ଆମ ସ୍ୱାସ୍ଥ୍ୟ ନିର୍ଭର କରିଥାଏ। ଆମେ ଯାହା ଖାଇବା ତା’ର ପ୍ରଭାବ ଆମ ସ୍ଵାସ୍ଥ୍ୟ, ତ୍ୱଚା ଏବଂ କେଶ ଉପରେ ପଡ଼ିଥାଏ।

ତେବେ ସୁନ୍ଦର ଏବଂ ସୁସ୍ଥ ତ୍ଵଚା ପାଇଁ କ’ଣ ଖାଇବା ଆବଶ୍ୟକ? ସେ ନେଇ ଡାଏଟିସିଆନ୍‌ ଯସ୍ମିନ ହବିବ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #HealthyDiet #GlowingSkin #HealthySkin #OdiaHealthTips

Comment