ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଉଚ୍ଚ ରକ୍ତଚାପକୁ ସବୁ ବଡ଼ ବଡ଼ ରୋଗର ମୂଳ କାରଣ ବୋଲି କୁହାଯାଏ। ରକ୍ତଚାପ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ୧୭ ତାରିଖକୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଭାବେ ପାଳନ କରାଯାଉଛି।

ଉଚ୍ଚ ରକ୍ତଚାପ ହୃଦ୍‌ଘାତ, ପକ୍ଷାଘାତ ଭଳି ଅନେକ ରୋଗର କାରଣ ବୋଲି କୁହାଯାଏ। ରକ୍ତଚାପ ନିୟନ୍ତ୍ରଣରେ ନରହିଲେ ଏହା ବିଭିନ୍ନ ରୋଗକୁ ଡାକିଆଣେ। ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ମାନସିକ ଚାପ, ଜୀବନଶୈଳୀ ତଥା ଖାଦ୍ୟପେୟରେ ପରିବର୍ତ୍ତନ ଆଣିବା ନିହାତି ଜରୁରୀ।

ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ କେମିତି କରିବେ ଡାଏଟ୍? ଏ ନେଇ ଡାଏଟିସିଆନ ନିହାରିକା ଦାଶ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଳସ ଓଡ଼ିଆର ଏହି ଭିଡିଓରେ।

Tags: #HighBloodPressure #WorldHypertension2023 #OdiaHealthTips #DoctorsAdvice

Comment