ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସନ୍ତାନ ଜନ୍ମ ହେବା ପରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଉଛି ମା’ର ଯତ୍ନ। ସ୍ତନ୍ୟପାନ କରାଉଥିବା ସମୟରେ ମା’ ମାନେ ଠିକ୍ ଭାବେ ନିଜର ଯତ୍ନ ନେବା ଆବଶ୍ୟକ। ବିଶେଷ କରି ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ।

ଶିଶୁକୁ ସ୍ତନ୍ୟପାନ କରାଇବା ସମୟରେ ମା’ମାନେ ନିର୍ଦ୍ଦିଷ୍ଟ ଡାଏଟ୍‌ ଗ୍ରହଣ କରିବା ଆବଶ୍ୟକ। କାରଣ ମା’ ଯାହା ପୋଷଣ ଖାଇବ ତାହା ଶିଶୁର ବିକାଶରେ ସାହାଯ୍ୟ ହେବ।

ତେବେ ସ୍ତନ୍ୟପାନ ସମୟରେ ମା’ମାନେ କେଉଁ ଭଳି ଖାଦ୍ୟ ଖାଇବେ ସେ ସମ୍ପର୍କରେ ଡାଏଟିସିଆନ୍‌ ସୁଶ୍ରୀ ତପସ୍ୱିନୀ ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଳସ ଓଡ଼ିଆର ଏହି ଭିଡିଓରେ।

Tags: #MotherCare #MothersDay # Breastfeeding #HealthyDiet #DoctorsAdvice

Comment