ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ସୁନ୍ଦର ଦିଶିବାକୁ କାହାରବା ଇଚ୍ଛା ନଥାଏ? କେବଳ ସୁନ୍ଦର ନୁହେଁ, ସୁନ୍ଦର ତ୍ଵଚା ପାଇଁ ସମସ୍ତଙ୍କର ମନ। ତେବେ ଏଥିପାଇଁ ନିଜ ତ୍ଵଚାର ଯତ୍ନ ନେବାକୁ ପଡ଼ିବ ଏବଂ ଖାଦ୍ୟ ଉପରେ ବି ଧ୍ୟାନ ଦେବାକୁ ପଡ଼ିବ।

ଆମ ଖାଇବା ଉପରେ ଆମ ସ୍ୱାସ୍ଥ୍ୟ ନିର୍ଭର କରେ। ଆମେ ଯାହା ଖାଇବା ତାହାର ପ୍ରଭାବ ଆମ ସ୍ଵାସ୍ଥ୍ୟ, ତ୍ୱଚା ଓ କେଶ ଉପରେ ପଡ଼ିଥାଏ। ତେବେ ସୁସ୍ଥ ଏବଂ ସୁନ୍ଦର ତ୍ଵଚା ପାଇଁ କ’ଣ ଖାଇବା? ସେ ନେଇ ଡାଏଟିସିଆନ୍‌ ଯସ୍ମିନ ହବିବ କ’ଣ କହୁଛନ୍ତି ଜାଣିବା ପାଇଁ ଦେଖନ୍ତୁ ଭିଡିଓ।

Tags: #Diet #HealthySkin #HealthCare #DoctorsAdvice

Comment