ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗ ମନ, ମସ୍ତିଷ୍କ ଏବଂ ଶରୀରର ପାଇଁ ବେଶ୍ ଲାଭଦାୟକ ହୋଇଥାଏ। ଯୋଗ ଶରୀର ସହ ମନକୁ ବି ସୁସ୍ଥ ରଖିଥାଏ ବୋଲି କୁହନ୍ତି ଯୋଗ ପ୍ରଶିକ୍ଷକ।

ସୂର୍ଯ୍ୟ ନମସ୍କାର ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ। ସୂର୍ଯ୍ୟ ନମସ୍କାର କେମିତି କରିବେ ଏବଂ ଏହା ଦ୍ଵାରା କ’ଣ ସବୁ ଫାଇଦା ହୋଇଥାଏ? ସେ ସମ୍ପର୍କରେ ଯୋଗ ପ୍ରଶିକ୍ଷକ ଗଣେଶ୍ୱର ଗୋଚ୍ଛିକାରଙ୍କଠାରୁ ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।Tags: #InternationalYogaDay2023 #Yoga #YogaforVasudhaivaKutumbakam #SuryaNamaskar #OdiaHealthTips

Comment