ଓଡ଼ିଶାଲାଇଭ୍ ବ୍ୟୁରୋ

ନୀତିରେ ବିଳମ୍ବ ଯୋଗୁଁ ଉପାସରେ ରହିଛନ୍ତି ମହାପ୍ରଭୁ। ଅବକାଶ ନୀତି ଶେଷ ହୋଇଥିଲେ ମଧ୍ୟ ଗୋପାଳନ ବଲ୍ଲଭ ନୀତି ହୋଇପାରି ନାହିଁ। କାହିଁକି ନୀତିରେ ବିଳମ୍ବ ହେଲା ସେଇ ସ୍ପଷ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ। 

ମଙ୍ଗଳବାର ଦିନ ଭାଇ, ଭଉଣୀଙ୍କୁ ସାଙ୍ଗରେ ମହାପ୍ରଭୁ ଶ୍ରୀଜଗନ୍ନାଥ ୯ ଦିନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି। ଏବେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଛି ତିନି ରଥ। ଶ୍ରୀଗୁଣ୍ଡିଚା ଦିନ ତାଳଧ୍ଵଜ ରଥ ସରଧାବାଲିରେ ପହଞ୍ଚଥିବାବେଳେ ଅଧାରେ ଅଟିକିଥିଲା ଦେବଦଳନ ଏବଂ ନନ୍ଦିଘୋଷ। ବୁଧବାର ଦିନ ଭକ୍ତମାନେ ଦୁଇ ରଥ ପୁଣି ଟାଣିବାର ସୁଯୋଗ ପାଇଥିଲେ।

Tags: #RathYatra #ShreeGundichaJatra #Puri #ShreeKhetra #SriJagannath

LEAVE A REPLY

Please enter your comment!
Please enter your name here