ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଦାଗ ବିହୀନ ସୁନ୍ଦର ଚେହେରା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ। ସାଧାରଣତଃ ମୁହଁରେ ବ୍ରଣକୁ ନେଇ ଯୁବପିଢ଼ିଙ୍କର ସବୁବେଳେ ଚିନ୍ତା ବଢ଼ିଯାଏ। ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଘରୋଇ ଉପଚାର କରୁଥିବାବେଳେ ଆଉ କିଛି ଡାକ୍ତରଙ୍କ ବିନା ପରାମର୍ଶରେ ବିଭିନ୍ନ କ୍ରିମ ଲଗାଇଥାନ୍ତି। ଫଳରେ ବ୍ରଣ ଭଲ ହେବା ପରିବର୍ତ୍ତେ ସମସ୍ୟା ଆହୁରି ବଢ଼ିଯାଇଥାଏ।

ତେବେ ମୁହଁରୁ ବ୍ରଣ କେମିତି ଯିବ? ବ୍ରଣ ହେଲେ କେମିତି ନିଜ ମୁହଁର ଯତ୍ନ ନେବେ? ସେ ନେଇ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #NationalDoctersday #OdiaHealthTips #Pimples #Treatment

LEAVE A REPLY

Please enter your comment!
Please enter your name here