ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ନବଜାତ ଶିଶୁର ଯତ୍ନ ଶିଶୁ ମା’ ପେଟରେ ଥିବା ଦିନଠାରୁ ଆରମ୍ଭ ହୋଇଥାଏ। ତେଣୁ ଶିଶୁ ଜନ୍ମ ହେବା ଯାଏଁ ମା’ର ଅଧିକ ଯତ୍ନ ନେବା ଦରକାର।

ଶିଶୁର ସୁଷମ ଖାଦ୍ୟଠାରୁ ଆରମ୍ଭ କରି ଟିକାକରଣ ସଠିକ ସମୟରେ କରିବା ଦରକାର। ପ୍ରସବ ସର୍ବଦା ସ୍ଵାସ୍ଥ୍ୟକେନ୍ଦ୍ରରେ କରିବା ଉଚିତ। ପ୍ରସବ ପରେ ନବଜାତ ଶିଶୁର ଯତ୍ନ ସବୁଠୁ ଗୁରୁତ୍ୱପୂର୍ଣ୍ଣ।

ତେବେ କେମିତି ନେବେ ନବଜାତ ଶିଶୁର ସମ୍ପୂର୍ଣ୍ଣ ଯତ୍ନ? ଏନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟପ୍ଲସ ଓଡ଼ିଆର ଭିଡିଓରେ।

Tags: #NationalDoctorsDay #NewBornBabyCare #HealthAwareness

 

Comment