ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସମସ୍ତେ ସୁନ୍ଦର ଏବଂ ଦାଗ ବିହୀନ ଚେହେରା ଆଶା କରିଥାନ୍ତି। ମୁହଁରେ ଯଦି କୌଣସି ସମସ୍ୟା ଦେଖାଦିଏ ଯୁବକ ଯୁବତୀ ହୁଅନ୍ତୁ ବା ମହିଳା, ସମସ୍ତେ ଚିନ୍ତିତ ହୋଇପଡ଼ନ୍ତି। ଖାସ କରି ବ୍ରଣକୁ ନେଇ ସମସ୍ତଙ୍କର ଚିନ୍ତା ବଢ଼ିଯାଏ।

ବ୍ରଣ ହେବାର ବିଭିନ୍ନ କାରଣ ରହିଛି। ଏହା ଜେନେଟିକ୍‌ କାରଣରୁ ହୋଇପାରେ ଅଥବା ଖାଦ୍ୟପେୟ, ତୈଳ ତ୍ଵଚା କାରଣରୁ ମଧ୍ୟ ହୋଇଥାଏ ବୋଲି ଡାକ୍ତର କୁହନ୍ତି।

କେମିତି ଦୂର ହେବ ବ୍ରଣ ସମସ୍ୟା? କେମିତି ଏହାର ଚିକିତ୍ସା କରାଯାଏ? ସେ ସମ୍ପର୍କରେ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ନିବେଦିତା ପାତ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Pimples #Acne #Treatment #DoctorsAdvice #OdiaHealthTips

Comment