ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଯକୃତ ବା ଲିଭର ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାର କାର୍ଯ୍ୟଦକ୍ଷତାରେ ପ୍ରତିହତ ହେଲେ ଫ୍ୟାଟି ଲିଭର, ଲିଭର ସିରୋସିସ୍‌, ଲିଭର ଜଣ୍ଡିସ୍‌ ତଥା ଲିଭର ଫେଲ୍ୟୁୟର ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଲିଭରକୁ ସୁସ୍ଥ ରଖିବା ନିହାତି ଆବଶ୍ୟକ ବୋଲି ଡାକ୍ତର କୁହନ୍ତି।

କେତେ ଘାତକ ହୋଇପାରେ ଲିଭର ସିରୋସିସ? କେମିତି ନେବେ ଲିଭରର ଯତ୍ନ? ସେନେଇ କ’ଣ କହୁଛନ୍ତି ଓଡ଼ିଶାର ବିଶିଷ୍ଟ ଯକୃତରୋଗ ବିଶେଷଜ୍ଞ ଡାକ୍ତର ମନୋଜ କୁମାର ସାହୁ ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #LiverDisease #LiverProblem #OdiaHealthTips #HealthCare #DoctorsAdvice

Comment