ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଖାଦ୍ୟ ପେୟରେ ଅନିୟମିତତା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ବର୍ତ୍ତମାନ ମଣିଷ ଶରୀରରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି। ଖାସ୍ କରି ମହିଳାଙ୍କଠାରେ ପିସିଓଏସ୍ ଭଳି ସମସ୍ୟା ନେଇ ଅଭିଯୋଗ ଆସୁଛି। ହରମୋନର ସନ୍ତୁଳନ ବିଗିଡ଼ା ଯୋଗୁଁ ଏହି ସମସ୍ୟା ହୋଇଥାଏ ବୋଲି ଡାକ୍ତର କୁହନ୍ତି।

ପିସିଓଏସ୍ ସମସ୍ୟାକୁ କେମିତି ଚିହ୍ନି ହେବ? ପିସିଓଏସ୍ ଯୋଗୁଁ ଆଉ କିଛି ଜଟିଳ ସମସ୍ୟା ହେବାର ସମ୍ଭାବନା ରହିଛି କି? କିଭଳି ଏହାର ଚିକିତ୍ସା କରାଯାଏ? ସେ ନେଇ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଅଙ୍କିତା ତିଓ୍ୱାରୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #PCOS #Treatment #Diagnosis#Doctor’sAdvice #OdiaHealthTips

Comment