ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମଣିଷ ଶରୀର ପାଇଁ କ୍ୟାଲସିୟମ୍‌ର ଯଥେଷ୍ଟ ଆବଶ୍ୟକତା ରହିଥାଏ। ଯଦି ଶରୀରରେ କ୍ୟାଲସିୟମ୍‌ ଅଭାବ ଦେଖାଦିଏ ତେବେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଡାକ୍ତର କୁହନ୍ତି।

କ୍ୟାଲସୟମ ଅଭାବରୁ ଆଣ୍ଠୁଗଣ୍ଠି ସମସ୍ୟା, ଅଷ୍ଟିଓପୋରସିସ୍‌ ଇତ୍ୟାଦି ଦେଖାଦେଇଥାଏ। ତେବେ କାହିଁକି ଶରୀରରେ କ୍ୟାଲସିୟମ୍‌ର ଅଭାବ ହୁଏ ଏବଂ କିଭଳି ଏହି ସମସ୍ୟା ଦୂର କରିହେବ? ସେ ନେଇ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ଶୁଧାଂଶୁ ଶେଖର ସେଠୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Calcium #CalciumDeficiency #Symptoms #Treatment #OdiaHealthTips #DoctorsAdvice

Comment